ବାଚସ୍ପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଗତ କାଲି ଯେଉଁଭଳି ଭାବରେ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ବାହାର କରାଗଲା ସେମାନେ ଆହତ ହୋଇଛନ୍ତି ଆପଣ କିଛି କହୁନାହାନ୍ତି | ଆମେ OBC ପାଇଁ ଧାରଣା ଦେଇଛୁ | ଆମକୁ ବି ପୋଲିସ ମାଡ଼ ମାରିଛି | ଆପଣ କଣ ନିର୍ଦେଶ ଦେଇଛନ୍ତି ଆମକୁ ମାଡ଼ ମାରିବା ପାଇଁ | ଗଲା ବେଳକୁ ପୋଲିସ ତାଲା ପକାଇଲା ଆସିଲା ବେଳେ ଅଧ ଘଣ୍ଟା ଛିଡା ହେଲୁ | ବିନା ବିରୋଧୀ ଦଳରେ ଆପଣ ଜଦି ବିଧାନସଭା ଚଳେଇବେ ଆମେ ସହଯୋଗ କରିବୁ ନାହିଁ | ବାଚସ୍ପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ|