ଅଜଣା ଗାଡିି ଧକ୍କାରେ ଜଣେ ମୃତ

ବଡଚଣା /ବେଦପ୍ରକାଶ ନାୟକ : ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କଦମପାଳ ଗ୍ରାମପଞ୍ଚାୟତର ଅମନ ମହାନ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଛି । ଅମନ ଟାଟା ଡ଼ୁବୁରୀ କାମ କରିବାକୁ ଯିବା ସମୟରେ ଏକ ଅଜଣା ଗାଡି ପଛ ପଟୁ ଧକ୍କା ଦେଇଥିଲା । ପରେ ଘଟଣା ସ୍ଥଳରୁ ଅମନଙ୍କୁ ସ୍ଥାନୀୟ ବାସିନ୍ଦା ବଡଚନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ବଡଚଣା ମେଡିକାଲ କଟକ ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ । ଅମନକୁ କଟକ ମେଡିକାଲ ନେବା ସମୟରେ ତାଙ୍କର ମୃତୁ ଘଟିଥିଲା ।