ତିନି ଜଣ ଯୁବକଙ୍କ ସାହାସିକତା ପାଇଁ ବଞ୍ଚିଲେ ବୃଦ୍ଧା ମହିଳା

( ଚିତ ରଞ୍ଜନ ସାହୁ) : ଏବେବି ବଞ୍ଚିରହିଛି ମଣିଷର ମଣିଷ ପଣିଅ।। । ଏହାକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ବରଗଡ ଜିଲ୍ଲା ତିନି ଜଣ ଯୁବକ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚାଁନ ରିୟା ଅଙ୍ଗ ନଦୀ କୂଳରେ ତିନି ଜଣ ଯୁବକ ଜଗନାଥ କଳଶାୟୀ,ବିଶ୍ଵାମିତ୍ର ସାହୁ ,ହେମେନ୍ଦ୍ର ସାହୁ , ଘୁଚି ପାଳି ଡେମ ନଦୀ ପାଖରେ ଗାଈ ଚରାଉ ଥିବା ବେଳେ ସେହି ନଦୀ ରେ ବୃଦ୍ଧା ଜଣକ ଭାସି ଆସୁଥିବା ଦେଖିବା ପରେ ତିନି ଜଣ ଯୁବକ ସାହାସିକତା ର ସହିତ ନଦୀ କୁ ଡେଇଁ ବୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟା ଲୋକଙ୍କୁ ଖବର ଦେଇଥିଲି ।