ଭୁବନେଶ୍ୱର;-ଓଡିଶାର ସୁପ୍ରତିଷ୍ଠିତ ବଡ଼ିବିଲଡର, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ କରିଥିବା ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁ ଅଧିବାସୀ ସନ୍ତୋଷ କୁମାର ବଡ଼ଜେନା(ବାବୁନି) ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଯୁବନେତା ଚିନ୍ମୟନନ୍ଦ ବଡ଼ଜେନାଙ୍କ ବଡ଼ ଭାଇ, ଦୟା ବ୍ରିଜ ନିକଟରେ ଷଣ୍ଢ ସହ ଦୃଘଟଣା ଘଟି ପ୍ରାଣ ହରାଇଛନ୍ତି ।