ରାଇଘର/ଲଳିତ ସୁନାନୀ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ନିକଟସ୍ଥ ନୂଆ ବସଷ୍ଟାଣ୍ଡ ଠାରେ ଆଜି ରାଇଘର ବ୍ଲକ ଗାଣ୍ଡାସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିବା ପୂର୍ବରୁ ସର୍ବ ପ୍ରଥମେ ମାଁ କଳସୀ ଠାକୁରାଣୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆ ଧାନ ରେ ପ୍ରସ୍ତୁତ ଚୁଡାକୁ ପ୍ରଥମେ ମାଁ କଳସୀ ଠାକୁରାଣୀଙ୍କୁ ଅର୍ପଣ କରିବା, ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଇଘର ଡି .ଏନ .କେ ଛକ ନିକଟରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ଫୋଟଚିତ୍ରକୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ପରେ ସମସ୍ତେ ନୂଆ ବସଷ୍ଟାଣ୍ଡ କୁ ଆସି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ରାଇଘର ବ୍ଲକ ଗାଣ୍ଡା ସମାଜ ର ବରିଷ୍ଠ, କନିଷ୍ଠ, ଗୁରୁଜନ,ମା, ବାପା ଭାଇ ଭଉଣୀ ସମସ୍ତ ୨୬ଗୋଟି ପଞ୍ଚାୟତ ର ଗାଣ୍ଡା ସମାଜ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଜୁହାର ଭେଟ କରି, ପରେ ସମସ୍ତେ ନୂଆ ଧାନ ର ଚୁଡା କୁ ପ୍ରସାଦ ରୂପେ ସେବନ କରାଯାଇଥିଲା, ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗୀତର ତାଳେ ତାଳେ କୁନିକୁନି ପିଲାମାନେ ନାଚିବା ସହ ଯୁବକ ମାନେ ମଧ୍ୟ ଗାଣ୍ଡା ସମାଜ ର ପାରମ୍ପରିକ ରୂପରେ ବାଜା ବଜେଇ ନାଚ ପ୍ରଦର୍ଶନ କରି ସମସ୍ତ ଙ୍କ ମନକୁ ଆନନ୍ଦିତ କରିଥିଲେ ।ସମସ୍ତେ ଆନନ୍ଦ ମନରେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରି ନୂଆଖାଇ ଜୁହାରଭେଟ କାର୍ଯ୍ୟକ୍ରମ କୁ ସମାପନ କରି ନିଜ ନିଜ ଘରକୁ ଫେରିଥିଲେ। ରାଇଘର ରୁ ଲଳିତ ସୁନାନୀ ଙ୍କ ରିପୋର୍ଟ ରିପୋର୍ଟର ଟୁଡେନୂତନ ବସ୍ ଷ୍ଟାଣ୍ଡ ଠାରେ ଗାଣ୍ଡାସମାଜ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ନିକଟସ୍ଥ ନୂଆ ବସଷ୍ଟାଣ୍ଡ ଠାରେ ଆଜି ରାଇଘର ବ୍ଲକ ଗାଣ୍ଡାସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିବା ପୂର୍ବରୁ ସର୍ବ ପ୍ରଥମେ ମାଁ କଳସୀ ଠାକୁରାଣୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆ ଧାନ ରେ ପ୍ରସ୍ତୁତ ଚୁଡାକୁ ପ୍ରଥମେ ମାଁ କଳସୀ ଠାକୁରାଣୀଙ୍କୁ ଅର୍ପଣ କରିବା, ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଇଘର ଡି .ଏନ .କେ ଛକ ନିକଟରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ଫୋଟଚିତ୍ରକୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ପରେ ସମସ୍ତେ ନୂଆ ବସଷ୍ଟାଣ୍ଡ କୁ ଆସି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ରାଇଘର ବ୍ଲକ ଗାଣ୍ଡା ସମାଜ ର ବରିଷ୍ଠ, କନିଷ୍ଠ, ଗୁରୁଜନ,ମା, ବାପା ଭାଇ ଭଉଣୀ ସମସ୍ତ ୨୬ଗୋଟି ପଞ୍ଚାୟତ ର ଗାଣ୍ଡା ସମାଜ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଜୁହାର ଭେଟ କରି, ପରେ ସମସ୍ତେ ନୂଆ ଧାନ ର ଚୁଡା କୁ ପ୍ରସାଦ ରୂପେ ସେବନ କରାଯାଇଥିଲା, ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗୀତର ତାଳେ ତାଳେ କୁନିକୁନି ପିଲାମାନେ ନାଚିବା ସହ ଯୁବକ ମାନେ ମଧ୍ୟ ଗାଣ୍ଡା ସମାଜ ର ପାରମ୍ପରିକ ରୂପରେ ବାଜା ବଜେଇ ନାଚ ପ୍ରଦର୍ଶନ କରି ସମସ୍ତ ଙ୍କ ମନକୁ ଆନନ୍ଦିତ କରିଥିଲେ ।ସମସ୍ତେ ଆନନ୍ଦ ମନରେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରି ନୂଆଖାଇ ଜୁହାରଭେଟ କାର୍ଯ୍ୟକ୍ରମ କୁ ସମାପନ କରି ନିଜ ନିଜ ଘରକୁ ଫେରିଥିଲେ।