ଋସାୟନ ନୋବେଲରେ ୩ ବୈଜ୍ଞାନିକ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଧବାର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ଚଳିତ ନୋବେଲ ଦିଆଯାଉଥିବା ବେଳେ ରସାୟନ କ୍ଷେତ୍ର ପାଇଁ ମଧ୍ୟ ତିନି ଜଣଙ୍କ ନାମ ଘୋଷଣା ହୋଇଛି । ଏହି ତିନିଜଣ ହେଲେ ଏମ ଷ୍ଟନଲେ ୱିଟିଙ୍ଗହାମ, ଅକିରା ୟୋଶିନୋ ଓ ଜନ ବି ଗୁଡଏନଫ । ସମସ୍ତ ତିନି ଜଣ ଡେଭେଲପମେଣ୍ଟ ହତ ଲିଥିୟମ ଇଅନ ବାଟେରିଜ ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି ।