ଗୋଷ୍ଠି କେନ୍ଦ୍ର ଉଦଘାଟନ କଲେ ବିଧାୟକ

କେନ୍ଦୁଝର : ଘସିପୁରା ବ୍ଳକ ତରିମୂଳ ପଞ୍ଚାୟତ ରେକୁଟିଆ ସ୍ଥିତ ନିମଛକ ଗୋଷ୍ଠି କେନ୍ଦ୍ର ଉଦଘାଟିତ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଫିତାକାଟି ଭଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ, ୧୦ ନଂ ଜିଲ୍ଲା ପରିଷଦ ସଭ୍ୟା ମଧୁସ୍ମିତା ଦାସ ଓ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟା ଓ ବହୁ ଗ୍ରାମର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।