ଭୁବନେଶ୍ବର : ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ | ବଦଳିଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି | ଜ୍ୟୋତିପ୍ରକାଶ ଦାସ ହେଲେ ବୋର୍ଡ ସଭାପତି | ବୋର୍ଡ ସଭାପତି ଭାବେ ଜ୍ୟୋତିପ୍ରକାଶଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି | ଆଇଜି ରେଜିଷ୍ଟ୍ରେସନ ଦାୟିତ୍ୱରେ ଅଛନ୍ତି ଜ୍ୟୋତିପ୍ରକାଶ |
ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ହେଲେ ରାମାଶିଷ ହାଜରା | ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ହେଲେ ଡ. ୟେଦୁଲା ବିଜୟ |