ନାଳରେବୁଡି ଚାଲିଗଲା ଦୁଇ ଜୀବନ ଓଡିଶା By Reporters Today Bureau On Sep 14, 2018 Share (ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଲେମ୍ବୁତିଲା ଗାଁରେ ଘଟିଛି ଅଘଟଣ । ନାଳରେ ବୁଡି ଦୁଇ ଭଉଣୀ ମୃତ । ମୃତକ ହେଲେ ପିତାମ୍ବର ସାହୁଙ୍କ ଝିଅ ଝୁନୁ ଓ ରେଣୁ ବୋଲି ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । Angulbbsrminor girlsOdishareporterstoday Share FacebookTwitterGoogle+ReddItWhatsAppPinterestEmail