ଟାୟର ଦୋକାନରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ଓଡିଶା By Reporters Today Bureau On Nov 21, 2021 Share ସୋନପୁର(ଓମପ୍ରକାଶ ମିଶ୍ର) ଟାୟାର ଦୋକାନରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରେ ଘଟିଛି ଘଟଣା । ଦୋକାନରେ ଥିବା ଟାୟାର ସମେତ ଗ୍ୟାରେଜ ସାମଗ୍ରି ଓ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି । BhubaneswarOdishareporterstodaysagarsonepur Share FacebookTwitterGoogle+ReddItWhatsAppPinterestEmail