ରାଜ୍ୟପାଳଙ୍କ ଦ୍ୱାରା ଅଗ୍ନିଶମ,ଗୃହରକ୍ଷୀ ବାହିନୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କୁ ପଦକ

ଭୁବନେଶ୍ୱେର : ଓଡିଶା ସରକାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଙ୍କର ଉଲ୍ଳେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପଦକ ପ୍ରଦାନ କରନ୍ତି । ୨୦୨୧ ମସିହାରେ ସାଧାରଣତନ୍ତ୍ର ଦିବସରେ ଅଗ୍ନିଶମ,ଗୃହରକ୍ଷୀ ବାହିନୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କୁ ପଦକ ମିଳିଛି । ୨୦୨୧ ମସିହାରେ ୨୦ ଜଣଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି ।