ବିଜାପୁରରେ ମାଓ ହମଲା : ୯ ଯବାନ ସହିଦ ଓଡିଶା By Minu Sahoo On Jan 6, 2025 Share ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ ବଡ ମାଓ ହମଲା ହୋଇଛି । ମାଓ ହମଲାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଆଇଇଡି ବିସ୍ଫୋରଣରେ ଉଡିଲା ଯବାନଙ୍କ ଭ୍ୟାନ । କୁଟରୁ ବେଦ୍ରେ ସଡକରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । Odishareporterstoday Share FacebookTwitterGoogle+ReddItWhatsAppPinterestEmail