ମାଲକାନଗିରି ବିଜାଘାଟିରେ ବସ୍ ଦୁର୍ଘଟଣା

ମାଲକାନଗିରି ; ବସ୍ ଦୁର୍ଘଟଣାଗ୍ରସ୍ତ । ମାଲକାନଗିରି ବିଜାଘାଟିରେ ବସ୍ ଦୁର୍ଘଟଣା । ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି । ତେବେ ଘାଟି ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ୧୦୦ ମିଟର ପଛକୁ ଖସିଥିଲା ବସ୍ । ଏଥିରେ ୮୦ରୁ ଅଧିକ ଶ୍ରମିକ ଥିଲେ । ବସ୍ ଟି ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଫେରୁଥିଲେ । ବେଲପଡା, ମୁରିବାହାଲ ବ୍ଲକର ଇଟାଭାଟି ଶ୍ରମିକ ଏଥିରେ ଫେରୁଥିଲେ ।