ପୁରୀ: ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ଦନ ହୁଏ ମହାପ୍ରଭୁଙ୍କର ବନକଲାଗି ନିତୀ । ବହୁ ବାଦ ବିବାଦ ପରେ ବନକଲାଗି ନିତୀ ର ହୋଇଛି ସମାଧାନ । ଆସନ୍ତା ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନିତୀ ହେବ ବୋଲି ନିଷ୍ପତ୍ତି ନିଆଜାଇଛି । ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର କରାଯାଇପାରିବ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଗୁରୁବାର ହୋଇପାରିବ ବୋଲି କୁହାଯାଇଛି । ଯଦି ଗୁରୁବାର ହୁଏ, ତେବେ ସେ ନିଷ୍ପତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ।