ଆରମ୍ଭ ହେବ ଏମ ଯୋଗ ଆପ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ବହୁ ଭାଷା ମାଧ୍ୟମରେ ଉପଲବ୍ଧ ହେବ ଏମ ଯୋଗ ଆପ ଏହି ଆପ ମାଧ୍ୟମରେ ସାରା ବିଶ୍ୱରେ ସରଳ ଭାବରେ ଯୋଗ ଶିକ୍ଷା ଦିଆଯାଇପାରିବ । ଏହି ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସ ଅବସରରେ ସୂଚନା ଦେଇଛନ୍ତି । ବିଶ୍ୱର ସମସ୍ତ ଦେଶରେ ଯୋଗର ପ୍ରସାର ଓ ପ୍ରଚାର ଏହି ଏମ ଯୋଗ ଆପ ମାଧ୍ୟମରେ ହୋଇପାରିବ । ଏହ ଯୋଗ ଆପ ମାଧ୍ୟମରେ ଯୋଗ ଅଭ୍ୟାସର ଭିଡିଓ ବିଭିନ୍ନ ଭାଷାରେ ଉପଲବ୍ଧ ହେବ