ଟୋକିଓ : ସେମିରେ ହାରିଲେ ମହିଳା ବକ୍ସର । ବକ୍ସିଂ ମହିଳା ୬୯ କେଜି ବର୍ଗରେ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦୀଙ୍କ ଠାରୁ ହାରିଯାଇଛନ୍ତି । ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ତିନିକୁ ବୃଦ୍ଧି । ଆଜି ଲଭଲିନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ୍ ସ୍ଥଗିତ ରହିଥିଲା । ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଥିଲେ ।