ପୁରୀ :ନୀତି ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ । ମଙ୍ଗଳ ଆଳତି, ଅବକାଶ ପରେ ବଢିନି ନୀତି କାନ୍ତି । ଏ ଯାଏଁ ଉପବାସରେ ଅଛନ୍ତି ମହାପ୍ରଭୁ । ହୋଇପାରି ନାହିଁ ଗୋପାଳବଲ୍ଲଭ ନୀତି । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୁଣ୍ଡିଚାରେ ଶରଧା ବାଲିରେ ଦର୍ପଦଳନ, ନନ୍ଦିଘୋଷ ରଥ ବିଳମ୍ବରେ ପହଂଚିବାକୁ ନେଇ ଚାଲିଛି କାରଣ ଖୋଜା ।