ଭୁବନେଶ୍ୱର;-ରାଜ୍ୟର ସମସ୍ତ ପୌର କମିଶନର, ପୌର ନିଗମ/ପୌର ପାଳିକା ଏବଂ NAC ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି । ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ଅସ୍ଥାୟୀ ଭାବରେ ପୌର ସଂସ୍ଥା ରେ ନିଯୁକ୍ତି ପାଇଁ ଚିଠି । ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ପୁନଃ ନିଯୁକ୍ତି ପାଇଁ ବିଭିନ୍ନ ପୌର ସଂସ୍ଥା ଏବଂ ଜନପ୍ରତିନିଧି ମାନଙ୍କ ଠାରୁ ଅନେକ ଅନୁରୋଧ ଆସୁଥିବାରୁ ପୌର ସଂସ୍ଥା ରେ ବର୍ଦ୍ଧିତ କାର୍ଯ୍ୟଭାର ଏବଂ ଇଞ୍ଜିନିୟରଙ୍କ ଅଭାବକୁ ଦୃଷ୍ଟିରେ ରଖି, ସରକାର ମାନବ ସମ୍ବଳ ଏବଂ ଭଲ ଟ୍ରାକ ରେକର୍ଡ ଥିବା ଅବସରପ୍ରାପ୍ତ ଇଞ୍ଜିନିୟର ମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।