ପ୍ରତିଶୃତିଦେଇ ମୁକିଳିଲେ ପ୍ରଶାସନ, ଗ୍ରାମ ବାସି ଘେରିଲେ ଥାନା

( ସର୍ବେଶ୍ୱର ପାତ୍ର) : ଦିନ ପରେ ଦିନ ଗଡି ଚାଲିଥିଲା ପ୍ରତିଶୃତରି ଦାବି । ଏହି ପ୍ରତିଶୃତି ପୁରଣ ନହେବାରୁ ଆଜି ଢେଙ୍କାନାଳ ଜିଲ୍ଲା ସାଈରାମପୁରର ୫୦ରୁ ଉର୍ଦ୍ଦ ଗ୍ରାମବାସୀ ଭୁବନ ଥାନା ଘେରାଉ କରିଥିଲେ । ୭ ତାରିଖ ମଧ୍ୟରେ ଅଶୁରବନ୍ଧ କ୍ରୋମାଇଟ୍ ଖଣିର କ୍ଷତିଗ୍ରସ୍ତର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ସେଠାକାର ପ୍ରାଶାସନ । ଗ୍ରମବାସିଙ୍କ ଘେରାଉ ପରେ ପ୍ରାଶାସନ ପୁଣି ପ୍ରତିଶୃତି ଦେଇ ସେଠାକାର ପରିସ୍ତତିକୁ କାବୁ କରିଥିଲେ ।