କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

(ସରୋଜ ରାଉତ)ରିପୋର୍ଟସଟୁଡେ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ।ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ ଝଞୠ ପକ୍ଷରୁ ଚଢାଉ କରାଯାଇଥିଲା । ପୂର୍ବରୁ ଏମିତି ବାଘ ଛାଲ ଜବତ ହୋଇଥିଲେ ମଧ୍ୟ କାହିଁକି ଏହା ଉପରେ ରୋକ ଲଗାଯାଇପାରୁନି । ଗୋଟିଏ ପଟେ ବାଘ ସଂଖ୍ୟା ଦିନକୁ ଦିନ ଲୋପ ପାଉଥିବାବେଳେ ବାଘ ଶିକାର ଏବେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି ।