କଳାହାଣ୍ଡି ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ ;ଦୁଇ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ । ଦୁଇ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ । ଅଶେଶ୍ୱର ବାଗ ଓ କୀର୍ତ୍ତନ ସାହୁ ହେଲେ ଉପସଭାପତି । ଭବାନୀ ଶଙ୍କର ମିଶ୍ର ହେଲେ ସାଧାରଣ ସଂପାଦକ । ଭବାନୀ ଶଙ୍କର ମିସ୍ର ହେଲେ ସାଧାରଣ ସଂପାଦକ । ବଦ୍ରିନାରୟଣ ପଟ୍ଟନାୟକଙ୍କୁ ମଧ୍ୟ ସାଧାରଣ ସଂପାଦକ ଦାୟତ୍ୱ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ।