ଜୟଦେବ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା/ ସଞ୍ଜୟ ବାରିକ : ଜୟଦେବ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ରପଡା ଜିଲ୍ଳାରେ ୨୦୨୨ରେ ଏହା ପାଳନ କରାଯାଇଛି । ଏଥିରେ ବହୁତ ଲୋକ ସାମିଲ ହୋଇଛନ୍ତି । ତାଙ୍କ ଜନ୍ମ ଦିନକୁ ସ୍ମରଣୀୟ କରିବା ନିମନ୍ତ ଏହି କାର୍ଯ୍ୟକ୍ରମର ଆଯୋଜନ କରାଯାଇଛି । ଏଥିରେ ବରିଷ୍ଠ କର୍ମୀ ଯୋଗ ଦେଇଛନ୍ତି ।

ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଧାୟକ ଶଶୀଭୁଷଣ ବେହେରା, ଜିଲ୍ଲା ଏ ଡି ମ ଙ୍କ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି । କେନ୍ଦ୍ରପଡା ଜିଲ୍ଳାରେ ଏହାକୁ ଉତ୍ସବ ଆକାରରେ ପାଳନ କରାଯାଉଛି । ଯେଉଁଥିରେ ସ୍ଥାନୀୟ ଲୋକେ ବହୁଳ ଭାବରେ ସାମିଲ ହୋଇଥିଲେ । ଏଥିରେ ବହୁ କଳାକାର ମାନେ ମଧ୍ୟ ଯୋଗ ଦେଇ ତାଙ୍କ କଳା ପ୍ରତିଭା ଦେଖାଇଥିଲେ । ସଂକୃତି କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ପିଲାମାନେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ପାଇଥିବା ପିଲାମାନଙ୍କୁ ପ୍ରାଇଜି ଦେଇ ଉଷାଇତ କରା ଯାଇଛି ।