ଆଜି ଜନ୍ମାଷ୍ଟମୀ: ପୁରରୁ ପଲ୍ଲୀ କୃଷ୍ଣମୟ

( ରିପୋର୍ଟରସଟୁଡେ ):  ଭଗବାନ ବିଷ୍ଣୁୁ ଭାଦ୍ରବ ଶୁୁକ୍ଲ ପକ୍ଷ ଅଷ୍ଟମି ତିଥିରେ କୃଷ୍ଣ ରୂପରେ ଧରାପୃଷ୍ଟରେ ଅଷ୍ଟମ ଅବତାର ନେଇଥିଲେ । ସ୍ୱୟମ୍ ଭଗବାନ ପୃଥିବୀ ପୃଷ୍ଠରେ ଅବତାର ଗ୍ରହଣ କରିଥିଲେ, ଏଥିପାଇଁ ଏହି ଦିନଟିକୁ କୃଷ୍ଣ ଜନ୍ମାଷ୍ଟମୀ ଏବଂ ଜନ୍ମାଷ୍ଟମୀ ରୂପରେ ଏହି ପର୍ବକୁ ବହ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନରେ ମନ୍ଦିରକୁ ବହୁତ ଭଲଭାବରେ ସଜାଯାଇଥାଏ ଏବଂ ଭଗବାନ କୃଷ୍ଣଙ୍କୁ ଝୁଲଣାରେ ଝୁୁଲା ଯିବାର ପରମ୍ପରା ମଧ୍ୟ ରହିଛି ।