(ଆଦର୍ଶ ରାଉତ) ଭୁବନେଶ୍ୱର: ନିର୍ବାଚନକୁ ଆଳ୍ପ ଦିନ ରହିଯାଇଥିବା ବେଳେ ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ନିଜ ପ୍ରଚାର ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ôଚବାକୁ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବସ୍ତିଗୁଡିକ ବୁଲି ନିଜ ପ୍ରଚାର ଜାରି ରଖିଥିଲେ । ଆମ ପ୍ରତିନିଧି ପ୍ରଚାର ସମୟରେ ତାଙ୍କ ସହ ସାକ୍ଷାତକାର କରିଥିଲେ । ଆସନ୍ତୁ ଶୁଣିବା କଣ କହିଛନ୍ତି ଶ୍ରୀଯୁକ୍ତ ପ୍ରଧାନ ।