ବାଲେଶ୍ୱର ସର୍କଲର ଭାରପ୍ରାପପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ ଗିରଫ

0

ରିପୋଟର୍ସ ଟୁଡେ; ଗିରଫ ହେଲେ ଅଧୀକ୍ଷଣ ଯନ୍ତ୍ରୀ । ବାଲେଶ୍ୱର ସର୍କଲର ଭାରପ୍ରାପପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୧ଟି ସ୍ଥାନରେ ରେଡ ପରେ ଗିରଫ ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ବ୍ରହ୍ମପୁର ଓ ଭୁବନେଶ୍ୱରରୁ କିଛି ଫ୍ଲାଟ୍ ଓ ୫ଟି ଦାମୀ ପସ୍କଙ୍କ ମିଳିଥିଲା । ନଗଦ ୩କୋଟି ୪୨ ଲକ୍ଷ ଟଙ୍କାର ଜମାରାଶି ଓ ୫୧୦ ଗ୍ରାମ ସୁନା ମିଳିଥିଲା । ଯାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଏନ,ଭି. ଔରିହର ରାଓ । ଏହାକୁ ଆଧାର କରି ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।