ଲୋୟାର ପିଏମଜିରେ ଗାଁ ସାଥୀ ପାଟିରେ କୁଟା କାମୁଡି ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଗାଁ ସାଥୀଙ୍କ ପ୍ରତିବାଦ । ପାଟିରେ କୁଟା କାମୁଡି ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି ।ସଠିକ୍ କାର୍ଯ୍ୟ ସହିତ ମାସିକ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଦାବି କରିଛି ସଂଘ । ରାଜ୍ୟ ସରକାର ସମସ୍ୟା ସମାଧାନର ବାଟ ନବାହାର କଲେ ଆସନ୍ତା ୩୦ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶରେ ସରକାରଙ୍କୁ କରି ସରକାରଙ୍କୁ ଘେରିବାକୁ ଚେତାବନୀ ଦେଇଛନ୍ତି ଗାଁ ସାଥୀ ।