ଭୁବନେଶ୍ୱର;୨୦୨୪ ସାଧାରଣ ନିର୍ବାଚନର ଚାରିମାସ ପରେ ହରିୟଣା ଓ ଜମ୍ମୁରେ ନିର୍ବାଚନ ହେଇଛି । ଯେଉଁ ସଂସ୍ଥା ଗୁଡ଼ିକ ସର୍ଭେ କରିଛନ୍ତି ତାଙ୍କ ଆକଳନ କହୁଛି କି ବିଜେପି ଜମ୍ମୁ ଓ ହରିୟାଣାରେ ପରାଜୟ ହେବ। ବିଜେପି ଯେଉଁ ଭଳି ଡିଣ୍ଡିମ ପିଟିଲା ସତେ ଯେମିତି ବହୁମତ ମିଳିଲା। ନିର୍ବାଚନ ଫଳାଫଳ ତାଙ୍କ ବିପକ୍ଷରେ ଯାଏ ତାହା ସେ ଭାବି ନେବା ଦରକାର ୨୦୨୪ ସାଧାରଣ ନିର୍ବାଚନ ରେ ବିକ୍ଷିପ୍ତ ସମର୍ଥନ ଥିଲା। ତାଙ୍କ ଦଳର ନେତା ନିତିନ କହିଛନ୍ତି ଚତୁର୍ଥ ପାଳି ଆଶା କରିବା ଠିକ୍ ନୁହେଁ। ଭାରତ ବର୍ଷକୁ ଆଗକୁ ଗୋଟିଏ ମେସେଜ ଯିବ। ଭାରତ ବର୍ଷରେ ଆଉ ବିଜେପି ନୁହେଁ। ସମୟ କାଳ ଶେଷ। ଓଡ଼ିଶା ପରିପ୍ରେକ୍ଷୀରେ କେବଳ ନବୀନ ପଟ୍ଟନାୟକ। ସରକାରୀ ଦଳ ନେତା ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି।ନବୀନ ହିଁ ଓଡ଼ିଶାର ବିକଳ୍ପ। ଯେଉଁ ଦଳର ଶକ୍ତି ଅଛି ସେହି ଦଳ ଗୁଡ଼ିକ ଜିତୁଛନ୍ତି ଆଜି ଯଦି ନିର୍ବାଚନ ହୁଏ ତେବେ ବିଜୁ ଜନତା ଦଳ ସପକ୍ଷରେ ଯିବ। ଦିଲ୍ଲୀରେ ଥିବା ସରକାର ନନ୍ ଇସୁକୁ ଇସୁ କରୁଛନ୍ତି।