ଗଞ୍ଜାମ: ପୋଲସରା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଖବର ମିଳିଛି ମୃତକ ହେଲେ ଯାମୁନୀ ଗାଁର ଯୋଗେଶ ବେହେରା ଓ ସେହିଭଳି ଘଟଣାରେ ଅନ୍ୟ ଜଣକ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଗୋଷ୍ଠୀ ସଂଘର୍ଷର ସଠିକ ତଥ୍ୟ ମିଳିପାରି ନାହିଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।