IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ-୨୦୨୫

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ-୨୦୨୫ । ମିଳିତ ଜାତିସଂଘ ପକ୍ଷରୁ ସାସାକାୱା ସମ୍ମାନ-୨୦୨୫ ପ୍ରଦାନ ।ପ୍ରାକୃତିକ ବିପର୍ୟ୍ୟୟ ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନ ।