ମହିଳାଙ୍କୁ ପ୍ରଥମେ ଗାଡିରେ ନଚଢାଇଲେ ଗଣିବେ ଦଣ୍ଡ

ଭୁବନେଶ୍ୱର: ମହିଳାଙ୍କୁ ପ୍ରଥମେ ଗାଡିରେ ନଚଢାଇଲେ ଗଣିବେ ଦଣ୍ଡ । ବସ ମାଲିକମାନେ ବସରେ ପ୍ରଥମେ ମହିଳାଯାତ୍ରୀଙ୍କୁ ନଚଢାଇବା ପ୍ରସଙ୍ଗରେ ଆରଟିଓ ସଚିବଙ୍କୁ ଏସଟିଏ ସଚିବ ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ଯଦି କୌଣସି ବସ କର୍ମଚାରୀ ମହିଳାମାନଙ୍କୁ ପ୍ରଥମଯାତ୍ରୀ ଭାବେ ବସରେ ଚଢିବାକୁ ନଦିଅନ୍ତି ତେବେ ସେହି ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଇ-ଚାଲାଣ କଟାଯାଉ ।