ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ଶହ ଶହ କର୍ମୀ

ଜୁନାଗଡ଼ / ବ୍ୟମୋ କେଶ ପୁରୋହିତ : ନିର୍ବାଚନ ଜେତିକି ପାଖେଇ ଆସୁଛି ରଜନିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହି ପରିପକ୍ଷରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ର ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଜୁନାଗଡ଼ ମା ଲଙ୍କେଶ୍ବରୀ ମନ୍ଦୀର ରୁ ବାହାରି ମୋନାର୍କ ପ୍ଲେସ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳ ଓ କଂଗ୍ରେସ ରୁ ଶହ ଶହ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି ।