ଭୁବନେଶ୍ୱର (ସରୋଜ ରାଉତ ):ଭୁବନେଶ୍ୱର ଏମ୍ସ ରୁ ୧୩ଜଣ ଦଲାଲ ଗିରଫ ଘଟଣା | କେଉଁ ମାନଙ୍କ ସହଯୋଗ ରେ ଦଲାଲ ସକ୍ରିୟ ଥିଲେ ତଦନ୍ତ କରାଯିବ | ଇଣ୍ଟରନାଲ କମିଟି ଗଠନ କରି ତଦନ୍ତ ହେବ |ଯେଉଁ ମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ନିଆଯିବ |ପୋଲିସ ତଦନ୍ତ ରେ ଟିକେଟ କାଉଣ୍ଟର ରେ ଥିବା କୌଣସି ଷ୍ଟାଫ ଙ୍କ ଲିଙ୍କ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |ଆଗକୁ ଦଲାଲ ଙ୍କ ଉପରେ କଡା ନଜର ରଖାଯିବ |ସୂଚନା ଦେଲେ ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଡ ସଚ୍ଚିଦାନନ୍ଦ ମହାନ୍ତି|