ଉପର ପଡିଆରେ ବାଲିଯାତ୍ରା ନକରିବାକୁ ହାଇକୋର୍ଟ ପରାମର୍ଶ

କଟକ: କଟକ ବାଲିଯାତ୍ରାକୁ ନେଇ ଦେଲେ ପରାମର୍ଶ । । ପ୍ରତିବର୍ଷ ଉପର ଓ ତଳ ପଡିଆରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଉପର ପଡିଆରେ ବାଲିଯାତ୍ରା ନକରିବାକୁ ଦେଇଛନ୍ତି ପରାମର୍ଶ । ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ । ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା ।ଏଥି ପାଇଁ ଶେଷ ହୋଇଛି ଉପର ପଡିଆ ଓ ତଳ ପଡିଆ ପ୍ଲଟ ବୁକିଂ ।