କବିସୂର୍ଯ୍ୟନଗର ଅଂଚଳରେ ପ୍ରବଳ ପବନ ସହ ବର୍ଷା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ତଥା ଆଖପାଖ ଅଞ୍ଚଳରେ ଆଜି ଚାରି ଘଣ୍ଟ ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଛି  । ବହୁତ ସମୟ ଧରି ପବନ ହେବା ଫଳରେ କବିସୂର୍ଯ୍ୟନଗର ବଡମହୁରି ଗ୍ରାମ ରେ ଥିବା ସେବା ସମବାୟ ସମିତିର ଛପର ଉଡିଯାଇଥିବା ଖବର ମିଳିଛି  । ତେବେ କାହାର କିଛି କ୍ଷତି ହୋଇନଥିବା ସୂଚନା ହସ୍ତଗତ ହୋଇଛି କବିସୂର୍ଯ୍ୟନଗର ଅଂଚଳରେ ପ୍ରବଳ ପବନ ସହ ବର୍ଷା  । ବଡମହୁରି ସେବା ସମବାୟ ସମିତିର ଛପର ଉଡିଗଲା ।