ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର:  ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ ।  ସବ ରେଜିଷ୍ଟର ଅଫିସରେ ହଟିବ ଦୁର୍ନୀତି ।  217 ସବ ରେଜିଷ୍ଟର ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ।  ପ୍ରତି ସବରେଜିଷ୍ଟାର ଅଫିସରେ ଲାଗିବ 6 ଟି ସିସିଟିଭି କ୍ୟାମେରା ଲାଗିବ ।  ପୁରା କାର୍ଯ୍ୟାଳୟ ଏବଂ କାର୍ଯ୍ୟ ସିସିଟିଭି ନଜରରେ ରହିବ ।  ଆଇଜିଆର ଅଫିସରୁ ନଜର ରହିବ ।  ସବୁ ରେଜିଷ୍ଟର ଅଫିସରେ ଫିଡ଼ବ୍ୟାକ ଫର୍ମ ମଧ୍ୟ ଦିଆଯିବ ।  ସାଧାରଣ ଲୋକ ମାନେ ମତାମତ ଦିଆଯିବ ।  ପ୍ରତି ମାସ ସେହି ଫିଡ଼ବ୍ୟାକ ଫର୍ମ ଜିଲ୍ଲାପାଳଙ୍କ ପାଖକୁ ଯିବ ।