(ଜୟନ୍ତ ସେଠି/ଗୋପ): କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ପରିପ୍ରେକ୍ଷୀରେ ଆଜି ବାଲୁକାକଳାରେ ଏନେଇ ଏକ ବାଲୁକାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ଏହି ବାଲୁକାକଳାରେ ଲୋକ ମାନଙ୍କୁ ଵନ୍ଦେ ଉତ୍କଳ ଜନନୀ ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି।