ଜଳେଶ୍ୱର : ରିଷ୍ଟ ଖଣ୍ଡନ ବାହାନାରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ । ବଡବଜାର ନିକଟରେ ଚାଲିଚାଲି ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟ ହୋଇଛି । ମ୍ୟାଜିକ ଦେଖାଇବା ଆଳରେ ସୁନାଗହଣା ଖୋଲି ଗୋଟିଏ ବ୍ୟାଗରେ ରଖିବା ପାଇଁ କହିଥିଲେ ଦୁଇ ଯୁବକ । ଗହଣା ରଖିବା ପରେ ବ୍ୟାଗ ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା ।