(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଓବାଦୀଙ୍କ ଗଡ ଥିବା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାୟତର କୁସୁମପୁଟ, ପୋଟେରୁ, ଦୋକୁଣ୍ଡ, ରାଜଗିରି ଓ ମାନ୍ୟମକୋଣ୍ଡା ଗ୍ରାମରେ ,ଏହି ଗ୍ରାମରେ ଜଙ୍ଗଲ ଜମି ପଟା ପାଇଥିବା ପ୍ରାୟ ୫୦୦ ପରିବାର ଙ୍କ ଜମିରେ ଲାଗିଛି କାଜୁ ଓ ଆମ୍ବ ଗଛ ,ଏହି ଗଛ ରେ ଫଳ ଆସିବାକୁ ପ୍ରାୟ ୪ ରୁ ୫ ବର୍ଷ ଲାଗିବ ତେଣୁ ଏହାର ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛୁ ବିରି ମୁଗ ମାଣ୍ଡିଆ ର ଚାଷ କରିବା ପ୍ରଣାଳୀ,ଏହି ସହାୟତା ହାତ ବଢାଇଛି ନାବାଡ଼ ବେସରକାରୀ ସଂସ୍ଥା ଜରିଆରେ,ନାବାଡ଼ ର ଊଊଗ ଙ୍କ କହିବା ଅନୁଯାୟୀ ବର୍ଷ କୁ ଅତିକମରେ ୧ ଲକ୍ଷ ଆୟ କରି ସ୍ୱଭାବିଲମ୍ବୀ ହେବେ ଏହି ଅଧିବାସୀ,ତେବେ ନାବାଡ଼ ର ଏଭଳି କ୍ରାଯ୍ୟକ୍ରମ କୁ ନେଇ ସ୍ଥାନୀୟ ବ୍ଲକ ଅଦକ୍ଷ ସ୍ୱାଗତ କରିବା ସହିତ ଗ୍ରାମବାସୀ ମୁହଁରେ ଖୁସିର ହସ ଦେଖିବାକୁ ମିଳିଛି,