ମହାରାଷ୍ଟ୍ର: ହାର୍ଡୱେର ଦୋକାନରେ ନିଆଁ ,୪ ମୃତ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରରେ । ରାଜ୍ୟର ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ସମୟରେ ହଠାତ ନିଆଁ ଲାଗିଥିଲା । ଆଉ ଏଥିରେ ୪ଜଣଙ୍କର ମୃତ ହୋଇଛି । ଆବାସିକ କୋଠାର ତଳ ମହଲା ହାର୍ଡୱେର ଦୋକାନରେ ନିଆଁ ଲାଗିଥିବାବେଳେ ଏହା କିପରି ହାର୍ଡୱେର ଦୋକାନରେ ନିଆ ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।