ବେଗୁନିଆ ବଡବେରଣାଠାରେ ୪୭ନଂ ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ

ହିଂଜିଳି କାଟୁ (ରଜନୀ କାନ୍ତ ପାତ୍ର) : ବେଗୁନିଆ ତହସିଲ ଅନ୍ତର୍ଗତ ବଡବେରଣା ସେବା ସମବାୟସମିତିରେ ଚାଷୀଧାନ ବିକ୍ରି ପାଇଁ ପଂଜିକରଣରୁ ଅଧା ଚାଷୀ ବାଦ୍ ପଡିବାରୁ ପ୍ରତିବାଦରେ ଚାଷୀ ମାନେ ରାସ୍ତା ରୋକ କରିବାର ଜଣାପଡିଛି। ଫଳରେ ଉଭୟ ପାର୍ଶ୍ବରେ ବହୁ ଜାନବାହାନ ଅଟକିରହିଛି। ସୁରକ୍ଷା ପାଇଁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ସହ ଏକ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲା।