ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ  ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ୨୩୧ ଟଙ୍କାର ଠକେଇ  ଅଭିଯୋଗରେ ସମ୍ବଲପୁରରେ ଇଡି ରେଡ କରିଛି । ସମ୍ବଲପୁର ସ୍ଥିତ କ୍ଷୀରୋ ଦ ମଲ୍ଲିକଙ୍କର ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ରେଡ କରିଛି । ଏକକାଳୀନ ଭାବରେ ରେଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭାରତ ଇଣ୍ଡିଗ୍ରେଟେଡ  ସୋସିଆଲ ଏଜେନ୍ସି  ବିରୋଧରେ  ରହିଛି ୨୩୧ ଟଙ୍କାର ଠକେଇ ଅଭିଯୋଗ ହେଉଛି । ଏକାଧିକ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରୁ  ଲୋନ ନେଇଥିଲେ କ୍ଷୀରେ ଦ । ଏବେ ଇଡି ତରଫରୁ ରେଡ ଜାରି ରହିଛି ।