ଗଞ୍ଜାମ / ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ରାଜ୍ୟ ବାର କାଉଁସିଲର ର ନିଦେଶ କ୍ରମେ ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ନିର୍ବାଚନ ସେଶ ହୋଇଯାଇଛି । ଏଥିରେ ଦ୍ବିତିକୃଷ୍ଣ ସାବତ ସଭାପତି ଆସନ ଗ୍ରହଣ କରିଥିବା ୋବଳେ ଉପସଭାପତି ଜଗତମୋହନ ସାହୁ , ସମ୍ପାଦକ ସାନ୍ତୁନ କୁମାର ପୋଲାଇ ଓ ସହ ସମ୍ପାଦକ ରୂପେ ଜିତେନ୍ କୁମାର ପ୍ରହରାଜ ଙ୍କୁ ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ଜଣେ ଲେଖାଏଁ ପ୍ରାଥୀ ପତ୍ର ଦାଖଲ କରିଥିବା ଯୋଙ୍ଗୁ ନିର୍ବାଚନ ଅଧିକାରୀ ଚିତ୍ତରଞ୍ଜନ ମହାରଣା ସମସ୍ତେ ନିର୍ବାଚିତ ହୋଇଥିବା ସୂଚନା ଦେଇଛନ୍ତି । ନିଦ୍ୱନ୍ଦ ରେ ନିର୍ବାଚିତ କରିଥିବା ଯୋଙ୍ଗୁ ସଭାପତି ଦ୍ବିତିକୃଷ୍ଣ ସଂଘର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।