ଦୁଷ୍ମନ୍ତ ଦାସ ମୃତ୍ୟ ଘଟଣା, ଜଗସିଂହପୁର ପୁଲିସ ରୁଜୁ କଲା ହତ୍ୟା ମାମଲା

ଭୁବନେଶ୍ୱର(ଆଦର୍ଶରାଉତ): ଦୁଷ୍ମନ୍ତ ଦାସ ମୃତ୍ୟ ଘଟଣା, ଗତକାଲି ଦୁଷ୍ମନ୍ତଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ ଜଗସିଂହପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଦୁଷ୍ମନ୍ତଙ୍କ ମା ଅଭିଯୋଗ କରିଥିଲେ କି କିଛି ଲୋକ ତାଙ୍କ ପୁଅକୁ ଭୁବନେଶ୍ୱର ନେଇଯାଇଥିଲେ । ସେଠାରେ ତାଙ୍କୁ ବିଷ ପିଇବାକୁ ଓ ତାଙ୍କ ହାତ କାଟିବାକୁ ବାଧ୍ୟ କରିଥିଲେ । କେସ୍ ଅଫ ଅକରାନ୍ସ କଟକ ହୋଇଥିବାରୁ ଏଫାଆରକୁ ଜଗସିଂହପୁରରୁ କଟକ ପୁଲିସକୁ ସ୍ଥାନାନ୍ତର କରିଦିଆଯାଇଛି ।