ଭୁବନେଶ୍ୱର : ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ। ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡ ଙ୍କ ଜୀବନ। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ। ରିଫ୍ରେସର କୋର୍ସ ପାଇଁ ଦିଆଯାଉଥିଲା ଟ୍ରେନିଂ। ସୂଚନା ଅନୁଯାୟୀ, ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ । ରିଫ୍ରେସର କୋର୍ସ ପାଇଁ ଦିଆଯାଉଥିଲା ଟ୍ରେନିଂ। ସେହି ସମୟରେ ଜଭିଂ କରୁଥିବା ବେଳେ ହଟାତ ତଳେ ପଡି ଯାଇଥିଲେ ହେମଗାଡ ବାସୁାଦବ ମାନସିଂ । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ତଦନ୍ତ ଯାରି ରଖିଛି ସହିଦନଗର ଥାନା ପୋଲିସ