ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀ ଆସିଲେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ-ମନ୍ତ୍ରୀ

ଭୁବନେଶ୍ୱର : ଜୀବନ ସାରା ଯିଏ କିଛି କରିନଥିବ ସେ କହିବ | ବ୍ରହ୍ମ ବିଭ୍ରାଟ ଠାରୁ ଆରମ୍ବ କରି ଅନେକ ଘଟଣା ନଜର ଅଛି | ରାଜନୈତିକ ଦୃଷ୍ଟି କୋଣ ରୁ ନିଜକୁ ଦେଖନ୍ତୁ | ପୁରୀ ରେ ସେବା ବିଭ୍ରାଟ ବିଜେଡି ଆରମ୍ବ କରିଥିଲା କହିଲେ ଓଢଣୀ ତଳେ ଲୁଚିବେ | ଗତ କାଲି ବୈଠକ ଥିଲା ନିଷ୍ପତ୍ତି ହୋଇଛି | ତଦନ୍ତ ଚାଲିଛି ଆଗାମୀ ଦିନ ରେ କୌଣସି ବିଶୃଙ୍ଖଳା ଯେମିତି ଦେଖାନ ଯିବ ଆମେ ବିଚାର କରୁଛୁ | ଯେଉଁ ସେବାୟତ ଯାଇଥିଲେ ପଚାରା ଉଚରା ଚାଲିଛି | ମନ୍ଦିର ପ୍ରଶାସନ ଉପରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତି ଛଡା ଯାଇଛି | ଜଗନ୍ନାଥ ଧାମ ହେଇପାରିବ ନାହିଁ | ଆମ ମନ୍ଦିର ସୁରକ୍ଷା ଆମେ ଚିନ୍ତା କରୁଛୁ |