ଭୁବନେଶ୍ୱର: ବହୁତ ସୁନ୍ଦର ସମ୍ମିଳନୀ ଏହି ଅବସର ରେ ଦେଖିବାକୁ ମିଳିଲା । ଓଡ଼ିଶା ର ପ୍ରଦର୍ଶନୀ ବହୁତ୍ ଭଲ ହୋଇଛି। ଏଠାକାର ହେଣ୍ଡଲୁମ୍ handicraft ଅନନ୍ୟ ଉପକରଣ ବିଷୟ ରେ ଓଡିଶା ର କଳା ଓ ସଂସ୍କୃତି ମହାପ୍ରଭୁ ଜଗନ୍ନାଥ ବାଲୁକା କଳା ଏ ସବୁ ଏକାଠି ଗୋଟିଏ ବସ୍କେଟ ରେ ଦେଖାଇବା ର ଓଡିଶା ର ଯେଉଁ ପ୍ରାୟାସ ବହୁତ୍ ପ୍ରଶଂସନୀୟ। ତା ସହିତ ଭରତ ର ଅନ୍ୟ ରାଜ୍ୟ ଗୁଡ଼ିକ ର ମଧ୍ୟ କଳା ଓ ସଂସ୍କୃତି କେନ୍ଦ୍ର ସରକାର ଙ୍କ ଦ୍ଵାରା ସ୍ଥାନିତ ହୋଇଅଛି। ଏହା ଭାରତ ଓ ଓଡ଼ିଶା ର ମହାନ୍ ପରମ୍ପରା କୁ ଦର୍ଶାଉଛି। ଏଠାରେ ଏକ ମ୍ୟାପ୍ ରହିଛି ଯେଉଁଥିରେ ଓଡ଼ିଶା ର ନୌବାଣିଜ୍ୟ ବେଳେ କିଭାଲ୍ ଉତ୍ତରା ପବନ ରେ ଯାତ୍ରା କରୁଥିଲେ ତାହା ଦର୍ଶାଯାଇଛି । ତାହା ଖୁବ୍ ପ୍ରଭାବିତ କରିଛି। ସେଥିପାଇଁ ଭାରତ ର ପ୍ରତୀକ ଆମ ପ୍ରିୟ ନେତା ପ୍ରଧାନ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଓଡିଶା ର ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ।