ଧାମନଗର ଉପର୍ନିବାଚନ:ଆସିଲା ପଞ୍ଚମ ରାଉଣ୍ଡ ଫଳାଫଳ

ଧାମନଗର ମାଟିରେ ଫୁଟି ଚାଲିଛି ପଦ୍ମ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ବିର୍ତ୍ତମାନ ଭୋଟଗଣତି ପଞ୍ଜମ ପର୍ଯ୍ୟାୟରେ ପହଞ୍ଚିଛି । ପଞ୍ଜମ ରାଉଣ୍ଡରେ ବିଜେଡି ୪ ହଜାର ୩ଖଣ୍ଡ ଭୋଟ ପାଇଥିବା ବେଳେ, ସ୍ୱାଧୀନ ପ୍ରାଥୀ ରାଜୁ ୧୦୨୭ଖଣ୍ଡ ଭୋଟ, ପବିତ୍ର ମୋହାନ ଦାସ ୪୦ ଖଣ୍ଡ ଭୋଟ ,ନୋଟା ୪୯ ଖଣ୍ଡ ଭୋଟ , କଂଗ୍ରେସ ୧୬୨ଖଣ୍ଡ ଏବଂ ବିଜେପି ୪ ହଜାର ୩୧୪ଖଣ୍ଡ ଭୋଟ ପାଇଛି ।

ତେବେ ଏହି ରାଉଣ୍ଡରେ ମଧ୍ୟ ବିଜେପି ୩ ଶହ ୧୧ ଖଣ୍ଡ ଭୋଟରେ ଆଗୁଆ ରହିଛି । । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ଧାମନଗର ରେ ଧାଉଁଛି ବିଜେପି । ପଛରେ ବିଜେଡି ଆଗରେ ବିଜେପି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।