ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ

0

ଭୁବନେଶ୍ୱର : ଆସନ୍ତାକାଲି ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ନାମ ଚୂଡାନ୍ତ ହୋଇପାରିନାହିଁ । ବରିଷ୍ଠ ଦୃଷ୍ଟିରୁ ୩ଜଣଙ୍କ ନାଁ ସୁପାରିସ କରିବା କଥା ଏଯାଏଁ ଆସିପାରିନାହିଁ । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ ତେଣୁ କାର୍ଯ୍ୟକାରୀ ଡିଜିପି ନିଯୁକ୍ତ କରାଯାଇପାରେ ଅରୁଣ ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତି ଦିଆଯାଇପାରେ ଏନେଇ ସରକାର ଆଜି ଘୋଷଣା କରିବାର ସମ୍ଭାବନା ରହିଛି