ଅଙ୍ଗନୱାଡି ଆବେଦନ ପାଇଁ ବଡିଲା ସମୟସୀମା

ଭୁବନେଶ୍ୱେର: ଓଡ଼ିଶା ଅଙ୍ଗନୱାଡି ଚାକିରିରେ ଆବେଦନ କରିବାକୁ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ବଢ଼ିଲା ଆବେଦନ ପ୍ରକ୍ରିୟାର ସମୟସୀମା । ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ ।