ଡିସେମ୍ବର ୩୧ ସୁଦ୍ଧା ସୀମା ନିର୍ଧାରଣ ; ଫିଟିବ ବାଟ ଓଡିଶା By Lipipuspa On Aug 27, 2025 Share ଡିସେମ୍ବର ୩୧ ସୁଦ୍ଧା ସୀମା ନିର୍ଧାରଣ । ନୂତନ ପଞ୍ଚାୟତ, ବ୍ଲକ, ଜିଲ୍ଲା ପାଇଁ ଫିଟିବ ବାଟ। ନୂତନ ଜନଗଣନା ପୂର୍ବରୁ ସୀମା ନିର୍ଧାରଣ ସରିବ । ଜିଲ୍ଲା, ସବଡିଭିଜନ, ତହସିଲ ସୀମା ବଦଳିବ ସହିତ ରାଜସ୍ବ ଗାଁ ପରିସୀମା ବି ବଦଳିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । Share FacebookTwitterGoogle+ReddItWhatsAppPinterestEmail